୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକାକରଣ ପାଇଁ ଉଦ୍ଦିଷ୍ଟ ଟିକାଦାନ କେନ୍ଦ୍ରଗୁଡ଼ିକୁ ଆସନ୍ତା ୮ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିବା ନିହାତି ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି। ଟିକାଦାନ ପାଇଁ ପ୍ରାଥମିକ ସ୍ବାସ୍ଥ୍ୟ … Continue reading ୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗର ଚିଠି